ତ୍ରିକର୍ମା Trikarmā

  • ସଂ. ବିଣ — ଯଜନ, ଅଧ୍ୟୟନ ଓ ଦାନନିରତ (ବ୍ରାହ୍ମଣ) — (a Brahman) Practising vedic sacrifice, Shedies and gift
  • ସଂ. ବିଣ — ଯାଜନ, ଅଧ୍ୟାପନ ଓ ପ୍ରତିଗ୍ରହନିରତ (ବ୍ରାହ୍ମଣ) — (a Brāhman) Practising priesthood, teaching and accepting gifts
  • ସଂ. ବିଣ — ତ୍ରିକର୍ମର ଅନୁଷ୍ଠାନକାରୀ — Performing the threefold duties
  • ସଂ. ବିଣ — [ଦ୍ର—ବ୍ରାହ୍ମଣର ଅନୁଷ୍ଠେୟ ଷଟ୍କର୍ମ ମଧ୍ୟରୁ ସେ ଜୀବିକା— ନିର୍ବାହ ପାଇଁ ଯାଜନ, ଅଧ୍ୟାପନ ଓ ପ୍ରତିଗ୍ରହ କରିବେ ଏବଂ ଧର୍ମଲାଭ ଉଦ୍ଦେଶ୍ୟରେ ଯଜନ, ଅଧ୍ୟୟନ ଓ ଦାନ କରିବେ।]