ଗ୍ରହଣି Grahaṇi

  • ସଂ. ବି (ଗ୍ରହ ଧାତୁ +କତ୍ତୃ. ଅନି) — ଝାଡ଼ାରୋଗ; ଉଦରାମୟ — Dysentery; diarrhea
  • ସଂ. ବି (ଗ୍ରହ ଧାତୁ +କତ୍ତୃ. ଅନି) — ଉଦର ମଧ୍ୟସ୍ଥ କୋଷ୍ଠ; ଯେଉଁଠାରେ ଖାଦ୍ୟଦ୍ରବ୍ୟ ସଙ୍ଗେ ପିତ୍ତ ମିଶେ — Intestines; part of the alimentary cannal where the gastricjuice comes to the food