ଗ୍ରହଦଶା Grahadaṡā
- ସଂ. ବି (ମ. ପ. ଲୋ; ଗ୍ରହ+ଦଶା; ଗ୍ରହଜନିତ ଦଶା) — (ଜ୍ୟୋତିଷ)—ଗ୍ରହର ଭୋଗକାଳ; ଗ୍ରହର ମନୁଷ୍ୟ ଜୀବନରେ ଅଧିକାର କାଳ — (astrology) The aspect of a planet; the time during which a planet exercise its influence over the life of a man
- ସଂ. ବି (ମ. ପ. ଲୋ; ଗ୍ରହ+ଦଶା; ଗ୍ରହଜନିତ ଦଶା) — [ଦ୍ର—ଭିନ୍ନ ଭିନ୍ନ ଗ୍ରହ ଭିନ୍ନ ଭିନ୍ନ ମନୁଷ୍ୟର ଜାତକରେ ଭିନ୍ନ ଭିନ୍ନ ସ୍ଥାନରେ ଅବସ୍ଥାନ କରୁଥିବାରୁ ସେମାନଙ୍କ ଦଶାର ଫଳ ମଧ୍ୟ ଭିନ୍ନ ଭିନ୍ନ ହୁଏ।]
- ସଂ. ବି (ମ. ପ. ଲୋ; ଗ୍ରହ+ଦଶା; ଗ୍ରହଜନିତ ଦଶା) — ଦୁର୍ଭାଗ୍ୟ (ହି. ଶବ୍ଦସାଗର) — Bad luck