ଗ୍ରହଣ କରିବା Grahaṇa karibā

  • ଦେ. କ୍ରି — ନେବା — To take
  • ଦେ. କ୍ରି — କାର୍ଯ୍ୟତଃ ଓ ବାକ୍ୟତଃ ସ୍ୱୀକାର କରିବା — To accept; to acknowledge
  • ଦେ. କ୍ରି — ଭୋଜନ କରିବା — To eat; to taste
  • ଦେ. କ୍ରି — ବୋଧ କରିବା — To comprehend
  • ଦେ. କ୍ରି — ଧରିବା — To hold; to seize
  • ଦେ. କ୍ରି — ନେବା — To take