ଗ୍ରହଣଖଣ୍ଡିଆ Grahaṇakhaṇḍiā
- ଦେ. ବିଣ. ପୁଂ(ସଂ. ଗ୍ରହଣ+ଖଣ୍ଡିତ) — ଜନ୍ମରୁ ଯାହାର ନାକ ବା ଓଠ ଖଣ୍ଡିତ ହୋଇଥାଏ; ଖଣ୍ଡିତୋଷ୍ଠ (ବ୍ଯକ୍ତି) — (a person) Whose nostril or lips are split up before birth; hare-lipped; split-lipped
- ଦେ. ବିଣ. ପୁଂ(ସଂ. ଗ୍ରହଣ+ଖଣ୍ଡିତ) — [ଦ୍ର—ଲୋକ ବିଶ୍ୱାସ ଅଛି ଯେ ଗର୍ଭିଣୀ ସ୍ତ୍ରୀ ଗ୍ରହଣ ସମୟରେ କୌଣସି ପଦାର୍ଥ କାଟିଲେ ବା ଭୂମିରେ ଗାର କାଟିଲେ କିମ୍ବା ଗ୍ରହଣ ଦେଖିଲେ ଗର୍ଭସ୍ଥ ଶିଶୁର ନାକ ବା ଓଠ ଖଣ୍ଡିତ ହୋଇଥାଏ।]