ଗ୍ରହଣିହର Grahaṇihara

  • ସଂ. ବି (ଗ୍ରହଣି+ହୃ ଧାତୁ+କତ୍ତୃ. ଅ) — ଲବଙ୍ଗ — Cloves
  • ସଂ. ବିଣ — ଗ୍ରହଣୀରୋଗନାଶକ — Curing dysentery