ଗ୍ରହଣସ୍ନାନ Grahaṇasnāna
- ସଂ. ବି (ମଧ୍ୟପଦଲୋପୀ; କର୍ମଧା; ଗ୍ରହଣ କାଳରେ କରଣୀୟ ସ୍ନାନ) — ସୂର୍ଯ୍ୟ ବା ଚନ୍ଦ୍ର ଗ୍ରହଣ ଲାଗିବା ସମୟରେ ଓ ଗ୍ରହଣ ଛାଡ଼ିବା ସମୟରେ ହିନ୍ଦୁଶାସ୍ତ୍ରବିହିତ ସ୍ନାନ — Bath prescribed to be taken by a Hindu at the beginning and end of an eclipse
- ସଂ. ବି (ମଧ୍ୟପଦଲୋପୀ; କର୍ମଧା; ଗ୍ରହଣ କାଳରେ କରଣୀୟ ସ୍ନାନ) — [ଦ୍ର—ଗ୍ରହଣ ସ୍ନାନ ଦୁଇ ପ୍ରକାର—ଆଦ୍ୟସ୍ନାନ ଓ ମୋକ୍ଷସ୍ନାନ।]