ଗ୍ରହଣକାଳ Grahaṇakāḻa

  • ସଂ. ବି ( 6 ଷ୍ଠୀ ତତ୍; ଗ୍ରହଣ +କାଳ) — ଯେଉଁ ସମୟରେ ସୂର୍ଯ୍ୟ ବା ଚନ୍ଦ୍ର ରାହୁଗ୍ରସ୍ତ ଅବସ୍ଥାରେ ଥାଆନ୍ତି — The period of the sun or the moon being under eclipse