କୁଳପତି Kuḻapati
- ସଂ. ବି. ( 6 ଷ୍ଠୀ ତତ୍; କୁଳ+ପତି) — ବଂଶର କର୍ତ୍ତା — The head of family
- ସଂ. ବି. ( 6 ଷ୍ଠୀ ତତ୍; କୁଳ+ପତି) — ପୁରାକାଳରେ ଦଶ ହଜାର ବିଦ୍ୟାର୍ଥୀଙ୍କୁ ଖାଦ୍ୟ ଓ ଶିକ୍ଷା ପ୍ରଦାନ କରି ନିଜ ପାଖରେ ରଖାଇବା ଋଷି — An ancient sage who fed and taught ten thousand student
- ସଂ. ବି. ( 6 ଷ୍ଠୀ ତତ୍; କୁଳ+ପତି) — [ଦ୍ର—ମୁନୀନାଂ ଦଶସାହସ୍ରଂ ଯୋଽନ୍ନଦାନାଦିପୋଷଣାତ୍, ଅଧ୍ୟାପୟତି ବିପ୍ରର୍ଷିରସୈ କୁଳପତିଃ ସ୍ମୃତଃ।]