କୁଳପାଳି Kuḻapāḻi

  • ସଂ. ବି. ସ୍ତ୍ରୀ. (କୁଳ+ପାଳ=ଯେ ପାଳନ କରେ) — କୁଳପାଳିକା (ଦେଖ) — Kuḻapāḻikā (See)
  • ସଂ. ବି. ସ୍ତ୍ରୀ. (କୁଳ+ପାଳ=ଯେ ପାଳନ କରେ) — ଡୁବିବଟି ଧନ କେଳିକି ମୋହନ ଲୋଡ଼ୁଛ ଯା କୁଳପାଳି— କବିସୂର୍ଯ୍ୟ, କିଶୋରଚନ୍ଦ୍ରାନନ୍ଦଚମ୍ପୂ, ଡ—ଗୀତ।