କୁଳପାଳିକା Kuḻapāḻikā
- ସଂ. ବି. ସ୍ତ୍ରୀ (କୁଳ+ପାଳି ଧାତୁ+ଅକ+ସ୍ତ୍ରୀ. ଆ) — ସତ୍କୁଳପ୍ରସୂତା ସ୍ତ୍ରୀ — A high-born woman
- ସଂ. ବି. ସ୍ତ୍ରୀ (କୁଳ+ପାଳି ଧାତୁ+ଅକ+ସ୍ତ୍ରୀ. ଆ) — ସତୀ ସ୍ତ୍ରୀ — A chaste woman
- ସଂ. ବି. ସ୍ତ୍ରୀ (କୁଳ+ପାଳି ଧାତୁ+ଅକ+ସ୍ତ୍ରୀ. ଆ) — କୁଳସ୍ତ୍ରୀ; କୁଳଭୁଆସୁଣୀ — A house-wife