କୁଳନାୟିକା Kuḻanāyikā

  • ସଂ. ବି. (କୁଳ+ନାୟିକା) — ବାମମାର୍ଗ ବା ତାନ୍ତ୍ରୋକ୍ତ କୌଳଧର୍ମ ଅନୁସାରେ ପଞ୍ଚମକାର ପୁଜାରେ ଯେଉଁ ସ୍ତ୍ରୀମାନଙ୍କୁ ପୁଜା କରିବାର ବିଧି ଅଛି — Women who have to be worshipped by Tantaric devotees following the Bāmamārga of workship
  • ସଂ. ବି. (କୁଳ+ନାୟିକା) — [ଦ୍ର—ଏମାନେ ସଂଖ୍ୟାରେ ନଅ; ଯଥା—ନଟୀ, କାପାଳିକୀ, ବେଶ୍ୟା, ରଜକୀ, ନାପିତାଙ୍ଗନା, ବ୍ରାହ୍ମଣୀ, ଶୂଦ୍ରକନ୍ୟା, ଗୋପାଳ- କନ୍ଯା ଓ ମାଳାକାରକନ୍ୟା; ଏଥିର ଶ୍ଳୋକ:— ନଟୀ କାପାଳିକୀ ବେଶ୍ୟା ରଜକୀ ନାପିତାଙ୍ଗନା ବ୍ରାହ୍ମଣୀ ଶୂଦ୍ରକନ୍ଯା ଚ ତଥା ଗୋପାଳକନ୍ୟକା ମାଳାକାରସ୍ୟ କନ୍ଯା ଚ ନବ କନ୍ଯାଃ ପ୍ରକୀର୍ତ୍ତିତାଃ]