କୁଳନନ୍ଦନ Kuḻanandana
- ସଂ. ବି. ( 6 ଷ୍ଠୀ ତତ୍; କୁଳ+ନନ୍ଦି ଧାତୁ+କର୍ତ୍ତୁ. ଅନ) — ଉତ୍ତମ କାର୍ଯ୍ୟଦ୍ୱାରା ବଂଶର ମର୍ଯ୍ୟାଦା— ବର୍ଦ୍ଧକ ବ୍ଯକ୍ତି; ବଂଶର ପ୍ରତିଷ୍ଠାବର୍ଦ୍ଧନକାରୀ ବ୍ଯକ୍ତି — A person who increases the honour of a family by his conduct
- ସଂ. ବି. ( 6 ଷ୍ଠୀ ତତ୍; କୁଳ+ନନ୍ଦି ଧାତୁ+କର୍ତ୍ତୁ. ଅନ) — ବଂଶର ଗୌରବ — One who is an ornament or glory to the family
- ସଂ. ବି. ( 6 ଷ୍ଠୀ ତତ୍; କୁଳ+ନନ୍ଦି ଧାତୁ+କର୍ତ୍ତୁ. ଅନ) — ଭଣଜା କୁଳନନ୍ଦନ; ହଗି ଦେଲେ ଗୁହଚନ୍ଦନ । ଢଗ।
- ସଂ. ବି. ( 6 ଷ୍ଠୀ ତତ୍; କୁଳ+ନନ୍ଦି ଧାତୁ+କର୍ତ୍ତୁ. ଅନ) — ସତ୍କୁଳପ୍ରସୂତ ବ୍ଯକ୍ତି — High born person
- ସଂ. ବି. ( 6 ଷ୍ଠୀ ତତ୍; କୁଳ+ନନ୍ଦି ଧାତୁ+କର୍ତ୍ତୁ. ଅନ) — ବଂଶଧର — Offspring; one born of the family
- ସଂ. ବି. ( 6 ଷ୍ଠୀ ତତ୍; କୁଳ+ନନ୍ଦି ଧାତୁ+କର୍ତ୍ତୁ. ଅନ) — (ଭାବ+ଅନ) ବଂଶର ମର୍ଯ୍ୟାଦାର ବୃଦ୍ଧି — Increase or the prestige of a family
- ସଂ. ବିଣ — ବଂଶର ମର୍ଯ୍ୟାଦାବର୍ଦ୍ଧକ — Increasing augmenting the family. prestige