କୁଳପର୍ବତ Kuḻaparbata
- ସଂ. ବି. (କୁଳ+ପର୍ବତ) — ହିନ୍ଦୁ ପୁରାଣ ମତରେ ଆଠ ଦିଗରେ ପୃଥିବୀକୁ ଟେକି ଧରିଥିବା ପର୍ବତ — The eight mountains which are supposed to support the earth
- ସଂ. ବି. (କୁଳ+ପର୍ବତ) — ଋକ୍ଷବାନ, ଶୁକ୍ତିମାନ ଯେ ପରିପାତ୍ର ବିନ୍ଧ୍ୟ, ସହ୍ୟ, ମଳୟ, ମହେନ୍ଦ୍ର ସପତ। କୁଳପରବତ ତ ଅଟନ୍ତି ହେ ରାଏ ଏହାଙ୍କୁ ଊଣା ଆଉ ପର୍ବତ ସଭିଏଁ—କୃଷ୍ଣସିଂହ, ମହାଭାରତ, ଭୀଷ୍ମ।
- ସଂ. ବି. (କୁଳ+ପର୍ବତ) — [ଦ୍ର—କାହା କାହା ମତରେ ଏମାନଙ୍କ ସଂଖ୍ୟା ଆଠ ଗୋଟି— ମହେନ୍ଦ୍ର, ମଳୟ, ସହ୍ୟ, ଶୁକ୍ତିମାନ, ଋକ୍ଷପର୍ବତ, ବିନ୍ଧ୍ୟ, ପରିପାତ୍ର ଓ ହିମାଳୟ।]