କୁଳନାଶ Kuḻanāṡa
- ସଂ. ବି. ( 6 ଷ୍ଠୀ ତତ୍; କୁଳ+ନାଶ) — କୁଳଧର୍ମର ଲୋପ — Non-observance of the duties observed in a family
- ସଂ. ବି. ( 6 ଷ୍ଠୀ ତତ୍; କୁଳ+ନାଶ) — କୁଳଲୋପ — Extinction of a family
- ସଂ. ବି. ( 6 ଷ୍ଠୀ ତତ୍; କୁଳ+ନାଶ) — ଉଷ୍ଟ୍ର — Camel
- ବିଣ — ବଂଶ ଲୋପକାରୀ (ବ୍ଯକ୍ତି) — (Person) Causing extinction of a family
- ବିଣ — କୁଳତ୍ୟାଗୀ (ବ୍ଯକ୍ତି); ପତିତ — Apostate