କୁଳପାଉଁଶ Kuḻapāuñṡa

  • ଦେ. ବିଣ. (ସଂ. କୁଳ+ପାଂସନ) — କୁଳାଙ୍ଗାର (ଦେଖ) — Kuḻāṅgāra (See)
  • ଦେ. ବିଣ. (ସଂ. କୁଳ+ପାଂସନ) — ଯାର ସକାଶୁଁ ପିତା ନାଶ; ଏମନ୍ତ ଯେ କୁଳପାଉଁଶ। ତାହାକୁ ଇନ୍ଦ୍ରପଦ ଦେଲୁ, ଆପଣେ ଆଗ ପ୍ରଣମିଲୁ— ଭୁପତି, ପ୍ରେମପଞ୍ଚାମୃତ।