କାଳେଶ Kāḻeṡa

  • ସଂ. ବି. ( 6 ଷ୍ଠୀ ତତ୍; କାଳ+ଈଶ) — (କାଳ ପ୍ରବର୍ତ୍ତକ ଥିବାରୁ)—ସୂର୍ଯ୍ୟ — The sun
  • ସଂ. ବି. ( 6 ଷ୍ଠୀ ତତ୍; କାଳ+ଈଶ) — ଶିବ — Ṡiba
  • ସଂ. ବି. ( 6 ଷ୍ଠୀ ତତ୍; କାଳ+ଈଶ) — ମକାର ବର୍ଣ୍ଣ — The letter 'm'