କାଳ୍ଜିରୀ Kālj̄ibhi
- ପ୍ରାଦେ. (ସମ୍ବଲପୁର) ବିଣ. ସ୍ତ୍ରୀ. (ସଂ. କାଳ ଓ ଜିହ୍ୱା) (ଗାଳିରେ ବ୍ଯବହୃତ — କୃଷ୍ଣବର୍ଣ୍ଣ ଜିହ୍ୱାଗ୍ରବିଶିଷ୍ଟା (ସ୍ତ୍ରୀ) — A woman having a black tongue
- ପ୍ରାଦେ. (ସମ୍ବଲପୁର) ବିଣ. ସ୍ତ୍ରୀ. (ସଂ. କାଳ ଓ ଜିହ୍ୱା) (ଗାଳିରେ ବ୍ଯବହୃତ — [ଦ୍ର—ଲୋକମାନଙ୍କର ବିଶ୍ୱାସ ଯେ ଏମାନଙ୍କର ସ୍ୱାମୀ ଅଳ୍ପ— ବୟସରେ ମରନ୍ତି।]