କାଳ୍ପନିକ Kāḻpanika

  • ସଂ. ବିଣ. (କଳ୍ପନା+ସମ୍ବନ୍ଧାର୍ଥେ. ଇକ) — ଆନୁମାନିକ — Imaginary; fanciful
  • ସଂ. ବିଣ. (କଳ୍ପନା+ସମ୍ବନ୍ଧାର୍ଥେ. ଇକ) — କଳ୍ପନାସଂଭୂତ — Born of fancy
  • ସଂ. ବିଣ. (କଳ୍ପନା+ସମ୍ବନ୍ଧାର୍ଥେ. ଇକ) — କଳ୍ପନାରେ ମାତ୍ର ଥିବା; ଅବାସ୍ତବ — Not actually in existence