କାୱାର୍ କରିବା Kāwār karibā

  • ଦେ. କ୍ରି. — (କାଳ) କାଟିବା; (ସମୟ) ଅତିବାହିତ କରିବା — To spend (time); to pass away (time)
  • ଦେ. କ୍ରି. — ଶେଷ କରିବା — To finish; to terminate
  • ଦେ. କ୍ରି. — ତାସ୍ ଖେଳରେ ଇସ୍ତକ୍ ଆଦି ପରିମିତି ସଂଖ୍ୟକ ସମସ୍ତ ତାସ୍କୁ ଖେଳି କରି ସମାପ୍ତ କରିବା—(ଯଥା; ଇସ୍ତକ୍ କାୱାର୍) — To finish playing the last card of a certain series in card play