କାଳେବର Kāḻe bara
- ଦେ. ବି. — ଭୀମଙ୍କ ବ୍ଯବହୃତ ଗଦାବିଶେଷ — A club used by Bhīma, one of the Pāṇḍabas
- ଦେ. ବି. — କାଳେବର ଗଦା ଯେ ବହଇ ବୃକୋଦର । ସାରଳା, ମହାଭାରତ, ଭୀଷ୍ମ।
- ଦେ. ବି. — ବନବିଶେଷ — Name of a forest
- ଦେ. ବି. — କାଳିନ୍ଦୀ ନଦୀ ତୀରେ କାଳେବର ବନ। ସାରଳା, ମହାଭାରତ, ବନ।