କାଳେ Kāḻe
- ଦେ. ଅ. (ସଂ. କାଳେ) — କେଜାଣି ଅବା; ପଛେ — Lest
- ଦେ. ଅ. (ସଂ. କାଳେ) — କାଳେ ସ୍ରୋତ ହେବ ନିର୍ମଳ ହୃଦେ ଏହି ଆତଙ୍କ। ମଧୁସୂଦନ, କବିତା।
- ଦେ. ଅ. (ସଂ. କାଳେ) — ବୋଧ ହୁଏ — It seems
- ଦେ. ଅ. (ସଂ. କାଳେ) — ସମ୍ଭବତଃ — Perhaps
- ଦେ. ଅ. (ସଂ. କାଳେ) — 4 ସମୟରେ — 4ସମୟରେ—4. In time
- ଦେ. ଅ. (ସଂ. କାଳେ) — ବହୁଦିନ ପରେ — A long time after
- ଦେ. ଅ. (ସଂ. କାଳେ) — ସମୟକ୍ରମେ; କେବେ — In course of time
- ଦେ. ଅ. (ସଂ. କାଳେ) — ଭବିଷ୍ୟତରେ — 1. In future
- ଦେ. ଅ. (ସଂ. କାଳେ) — ଗଗନକୁସୁମ ପରି ଏଥିଶ୍ରମ, ଫଳ କି ହୋଇବ କାଳେ। କବିସୂର୍ଯ୍ୟ, କିଶୋରୀଚମ୍ପୂ, ଗ. ଗୀତ।