କାଳୁସୁଣୀ Kāḻusuṇī
- ଦେ. ବି. (ସଂ. କାଳ+କୃଷ୍ଣବର୍ଣ୍ଣ) — ଘୋର କୃଷ୍ଣବର୍ଣ୍ଣା ଦୀର୍ଘକାୟା ଝୁମ୍ପୁରିମୁଣ୍ଡୀ ସ୍ତ୍ରୀ — A women of very dark complexion and huge proportions and with hairs flowing
- ଦେ. ବି. (ସଂ. କାଳ+କୃଷ୍ଣବର୍ଣ୍ଣ) — (କାଳଶିର ସ୍ତ୍ରୀଲିଙ୍ଗ) କାଳଶୁଣୀ; ଯେଉଁ ସ୍ତ୍ରୀଲୋକଠାରେ ଦେବତା ଉଭା ହୁଅନ୍ତି; ଯେଉଁ ସ୍ତ୍ରୀକୁ ଠାକୁରାଣୀ ଲାଗନ୍ତି — An inspired woman; a woman on whom the spirit of a Goddess descends and appears