କାଳେ କାଳେ Kāḻe kāḻe
- ଦେ. କ୍ରି. ବିଣ — ବହୁକାଳ ହେଲା; ଆବହମାନ କାଳରୁ — From time immemorial; for ages past
- ଦେ. କ୍ରି. ବିଣ — ଯୁଗେ ଯୁଗେ; ଯୁଗଯୁଗାନ୍ତରେ — From time to time; from age to age
- ଦେ. କ୍ରି. ବିଣ — ଚିରକାଳ — For ever
- ଦେ. କ୍ରି. ବିଣ — ସେହି ପ୍ରକାରେ କର୍ମ ଭୋଗ, କାଳେ କାଳେ ନୋହେ ସଂଯୋଗ। ପ୍ରାଚୀ, ନିର୍ଗୁଣମାହାତ୍ମ୍ୟ।