କାଳେ ଭଦ୍ରେ Kāḻe bhadre

  • ଦେ. ଅ. — କଦାଚିତ୍; କଦବା; କେବେ — At any time; ever
  • ଦେ. ଅ. — ସବୁଦିନେ; ଚିରକାଳ — For ever
  • ଦେ. ଅ. — ଅକସ୍ମାତ୍; କ୍ୱଚିତ୍ — Scarcely; at times; few and far between