କାୱାର୍ Kāwār

  • ବୈଦେ. ବି. (ଆ.କାବାର୍) — ଶେଷ; ଆଖର — The end or finish; conclusion
  • ବୈଦେ. ବି. (ଆ.କାବାର୍) — (ଯଥା— ମାସ କାୱାର; ଘଣ୍ଟା କାୱାର୍।)
  • ବିଣ. — ଆଖର ହୋଇଥିବା; ପୂର୍ଣ୍ଣ ହୋଇଥିବା — Completed