ଉଦ୍ଘନ Udghana
- ସଂ. ବି. (ଉଦ୍=ଉପରେ+ହନ୍ ଧାତୁ=କାଟିବା; ହାଣିବା; +ଅଧିକରଣ. ଅ) — — 1 । କାଷ୍ଠଛେଦନାଧାର — 1 କାଷ୍ଠଛେଦନାଧାର—-1. Chopping block
- ସଂ. ବି. (ଉଦ୍=ଉପରେ+ହନ୍ ଧାତୁ=କାଟିବା; ହାଣିବା; +ଅଧିକରଣ. ଅ) — ଧୋବା ଯାହା ଉପରେ କାଠକୁ ରଖି ହାଣନ୍ତି; (ଧୋବାଙ୍କ ଭାଷାରେ) ଗଣ୍ଡିରା ବା ଗଣ୍ଡି — A block of wood on which the wood-man puts the wood to be cut with his axe
- ସଂ. ବି. (ଉଦ୍=ଉପରେ+ହନ୍ ଧାତୁ=କାଟିବା; ହାଣିବା; +ଅଧିକରଣ. ଅ) — 3 . ବଢେଇ ଯାହା ଉପରେ କାଠକୁ ରଖି କଟାକଟି କରନ୍ତି — 3. ବଢେଇ ଯାହା ଉପରେ କାଠକୁ ରଖି କଟାକଟି କରନ୍ତି