ଉଦ୍ଗ୍ରାହ Udgrāha

  • ସଂ. ବି. (ଉତ୍=ସମ୍ୟକ+ଗ୍ରହ ଧାତୁ=ଗ୍ରହଣ କରିବା+ଭାବ. ଅ) — — 1 । ଗ୍ରହଣ — 1 ଗ୍ରହଣ—1. Taking
  • ସଂ. ବି. (ଉତ୍=ସମ୍ୟକ+ଗ୍ରହ ଧାତୁ=ଗ୍ରହଣ କରିବା+ଭାବ. ଅ) — ବିଦ୍ୟାବିଚାର — Discussion on a Scientific matter