ଉଦ୍ଗ୍ରାହିତ Udgrāhita
- ସଂ. ବିଣ (ଉଦ୍=ଉପରକୁ+ଗ୍ରହ ଧାତୁ. ଣିଚ=ଗ୍ରାହି ଧତୁ+କର୍ମ. ତ) — — 1 । ଉପରଆଡ଼ୁ ଧରା ଯାଇଥିବା — 1 ଉପରଆଡ଼ୁ ଧରା ଯାଇଥିବା
- ସଂ. ବିଣ (ଉଦ୍=ଉପରକୁ+ଗ୍ରହ ଧାତୁ. ଣିଚ=ଗ୍ରାହି ଧତୁ+କର୍ମ. ତ) — ଗ୍ରହଣ କରା ଯାଇଥିବା; ଗୃହୀତ ହୋଇଥିବା — Taken hold of; caught hold of
- ସଂ. ବିଣ (ଉଦ୍=ଉପରକୁ+ଗ୍ରହ ଧାତୁ. ଣିଚ=ଗ୍ରାହି ଧତୁ+କର୍ମ. ତ) — ଗିଳା ଯାଇ ଥିବା — Devoured
- ସଂ. ବିଣ (ଉଦ୍=ଉପରକୁ+ଗ୍ରହ ଧାତୁ. ଣିଚ=ଗ୍ରାହି ଧତୁ+କର୍ମ. ତ) — ଉପନ୍ୟସ୍ତ — Overlaid; kept at the top
- ସଂ. ବିଣ (ଉଦ୍=ଉପରକୁ+ଗ୍ରହ ଧାତୁ. ଣିଚ=ଗ୍ରାହି ଧତୁ+କର୍ମ. ତ) — ବଦ୍ଧ — Bound; fixed
- ସଂ. ବିଣ (ଉଦ୍=ଉପରକୁ+ଗ୍ରହ ଧାତୁ. ଣିଚ=ଗ୍ରାହି ଧତୁ+କର୍ମ. ତ) — ଅନ୍ତଃକରଣରେ ଅର୍ପିତ — Offered or dedicated mentally
- ସଂ. ବିଣ (ଉଦ୍=ଉପରକୁ+ଗ୍ରହ ଧାତୁ. ଣିଚ=ଗ୍ରାହି ଧତୁ+କର୍ମ. ତ) — ଆକ୍ରାନ୍ତ — Attacked unawares
- ସଂ. ବିଣ (ଉଦ୍=ଉପରକୁ+ଗ୍ରହ ଧାତୁ. ଣିଚ=ଗ୍ରାହି ଧତୁ+କର୍ମ. ତ) — ଉନ୍ନମିତ — Bent down