ଉଦ୍ଘର୍ଷଣ Udgharshaṇa

  • ସଂ. ବି. (ଉଦ୍=ଉପରେ+ଘୃଷ ଧାତୁ=ଘଷିବା+ଭାବ. ଅନ) — — 1 । ଉପରେ ଘଷିବା — 1 ଉପରେ ଘଷିବା—-1. Rubbing
  • ସଂ. ବି. (ଉଦ୍=ଉପରେ+ଘୃଷ ଧାତୁ=ଘଷିବା+ଭାବ. ଅନ) — ଦୁଇ ପଦାର୍ଥ ପରସ୍ପର ଘଷି ହେବା — Abrasion; friction