ଉଦ୍ଘଟ୍ଟିତ Udghaṭṭita

  • ସଂ. ବିଣ. (ଉଦ+ଘଟ୍ଟ ଧାତୁ+କର୍ମ. ତ) — 1 . ଆହତ — 1. ଆହତ—1. Struck
  • ସଂ. ବିଣ. (ଉଦ+ଘଟ୍ଟ ଧାତୁ+କର୍ମ. ତ) — 2 . ଉନ୍ମୋଚିତ — 2. ଉନ୍ମୋଚିତ—-2. Opened
  • ସଂ. ବିଣ. (ଉଦ+ଘଟ୍ଟ ଧାତୁ+କର୍ମ. ତ) — 3 . ପାଲଟା ଯାଇଥିବା (ଲୁଗା) — 3. ପାଲଟା ଯାଇଥିବା (ଲୁଗା)—-3. Put off (cloth)