ଉଦ୍ଗ୍ରୀବ Udgrība

  • ସଂ. ବିଣ. ପୁଂ. (ବହୁବ୍ରୀହି; ଉତ୍=ଉପରକୁ ଟେକା ହୋଇ ଅଛି+ଗ୍ରୀବା ଯାହାର) — — 1 । ଉତ୍କନ୍ଧର; ଯେ ବେକକୁ ଟେକି ଥାଏ — 1 ଉତ୍କନ୍ଧର; ଯେ ବେକକୁ ଟେକି ଥାଏ
  • ସଂ. ବିଣ. ପୁଂ. (ବହୁବ୍ରୀହି; ଉତ୍=ଉପରକୁ ଟେକା ହୋଇ ଅଛି+ଗ୍ରୀବା ଯାହାର) — କୌଣସି କଥା ଶୁଣିବାକୁ ଆଗ୍ରହାନ୍ୱିତ — Burning with zeal to hear something
  • ସଂ. ବିଣ. ପୁଂ. (ବହୁବ୍ରୀହି; ଉତ୍=ଉପରକୁ ଟେକା ହୋଇ ଅଛି+ଗ୍ରୀବା ଯାହାର) — ଆଶାନ୍ୱିତ — Expectant