ଉଦ୍ଘଟ୍ଟନ Udghaṭṭana
- ସଂ. ବି. (ଉଦ୍=ସମ୍ୟକ+ଘଟ୍ଟ ଧାତୁ=ଘାଣ୍ଟିବା+ଭାବ. ଅନ) — — 1 । ଘାଣ୍ଟିବା — 1 ଘାଣ୍ଟିବା—1. Stirring
- ସଂ. ବି. (ଉଦ୍=ସମ୍ୟକ+ଘଟ୍ଟ ଧାତୁ=ଘାଣ୍ଟିବା+ଭାବ. ଅନ) — ଆଘାତ — Striking
- ସଂ. ବି. (ଉଦ୍=ସମ୍ୟକ+ଘଟ୍ଟ ଧାତୁ=ଘାଣ୍ଟିବା+ଭାବ. ଅନ) — ଉନ୍ମୋଚନ — Opening
- ସଂ. ବି. (ଉଦ୍=ସମ୍ୟକ+ଘଟ୍ଟ ଧାତୁ=ଘାଣ୍ଟିବା+ଭାବ. ଅନ) — (ଲୁଗା) ପାଲଟିବା — Putting off (of dress)