ଉଦ୍ଘାତ Udghāta

  • ସଂ. ବି. (ଉତ୍+ହନ ଧାତୁ=ବଧ କରିବା+ଭାବ. ଅ) — ସୂଚନା — Indication; hint
  • ସଂ. ବି. (ଉତ୍+ହନ ଧାତୁ=ବଧ କରିବା+ଭାବ. ଅ) — ଉପକ୍ରମ; ଆରମ୍ଭ — Beginning
  • ସଂ. ବି. (ଉତ୍+ହନ ଧାତୁ=ବଧ କରିବା+ଭାବ. ଅ) — ପ୍ରସ୍ତାବନା; ଉଲ୍ଲେଖ — Proposal; starting of a subject
  • ସଂ. ବି. (ଉତ୍+ହନ ଧାତୁ=ବଧ କରିବା+ଭାବ. ଅ) — ମୁଗୁର — A mallet; a club
  • ସଂ. ବି. (ଉତ୍+ହନ ଧାତୁ=ବଧ କରିବା+ଭାବ. ଅ) — ଆଘାତ — A blow
  • ସଂ. ବି. (ଉତ୍+ହନ ଧାତୁ=ବଧ କରିବା+ଭାବ. ଅ) — ବାଧା — Obstacle
  • ସଂ. ବି. (ଉତ୍+ହନ ଧାତୁ=ବଧ କରିବା+ଭାବ. ଅ) — ପାଦସ୍ଖଳନ; ଝୁଣ୍ଟିବା — Hitting a thing with the foot while walking; tripping; stumbling
  • ସଂ. ବି. (ଉତ୍+ହନ ଧାତୁ=ବଧ କରିବା+ଭାବ. ଅ) — ପ୍ରତିଘାତ — A blow in return
  • ସଂ. ବି. (ଉତ୍+ହନ ଧାତୁ=ବଧ କରିବା+ଭାବ. ଅ) — (+କରଣ. ଅ) ଗ୍ରନ୍ଥର ପରିଚ୍ଛେଦ ବା ଅଧ୍ୟାୟ — Chapter or section of a book
  • ସଂ. ବି. (ଉତ୍+ହନ ଧାତୁ=ବଧ କରିବା+ଭାବ. ଅ) — ନିଦର୍ଶନ — Proof; sign