ଆଲୋଡ଼ନ Āloṟḍ̠ana

  • ସଂ. ବି. (ଆ+ ଲୁଡ଼୍ ଧାତୁ=ହଲାହଲି କରିବା+ଭାବ. ଅନ) — ଆବର୍ତ୍ତନ; ଆଉଟିବା; ଘାଣ୍ଟିବା — Stirring or turning a thing round
  • ସଂ. ବି. (ଆ+ ଲୁଡ଼୍ ଧାତୁ=ହଲାହଲି କରିବା+ଭାବ. ଅନ) — ସମ୍ମିଳନ — Mixing up
  • ସଂ. ବି. (ଆ+ ଲୁଡ଼୍ ଧାତୁ=ହଲାହଲି କରିବା+ଭାବ. ଅନ) — ଆଲୋଚନ; ରଦ୍ଖଦ୍; ବହୁତ ଚର୍ଚ୍ଚା — Agitation; a thorough discussion
  • ସଂ. ବି. (ଆ+ ଲୁଡ଼୍ ଧାତୁ=ହଲାହଲି କରିବା+ଭାବ. ଅନ) — ମନ୍ଥନ — Churning