ଆଲୋଚ୍ୟ Ālochya

  • ସଂ. ବିଣ. (ଆ+ଲୋଚ୍ ଧାତୁ=କର୍ମ. ଯ) — ବିଚାର ଯୋଗ୍ୟ — Fit to be considered; deserving consideration
  • ସଂ. ବିଣ. (ଆ+ଲୋଚ୍ ଧାତୁ=କର୍ମ. ଯ) — ବିଚାରାଧୀନ — Under consideration