ଆଲୋକସ୍ତମ୍ଭ Ālokastambha

  • ସଂ. ବି (ମଧ୍ୟପଦଲୋପୀ; ଆଲୋକ ଯୁକ୍ତ ସ୍ତମ୍ଭ; ଆଧୁନିକ ପ୍ରୟୋଗ) — ସମୁଦ୍ରରେ ଜାହାଜମାନଙ୍କୁ ରାତିରେ ବାଟ ଦେଖାଇବା ପାଇଁ ଦ୍ୱୀପ ବା ସମୁଦ୍ର ଉପକୂଳରେ ଉଚ୍ଚସ୍ତମ୍ଭ ଉପରେ ଦିଆଯାଇଥିବା ଉଜ୍ଜ୍ୱଳ ଆଲୋକ — Light-house
  • ସଂ. ବି (ମଧ୍ୟପଦଲୋପୀ; ଆଲୋକ ଯୁକ୍ତ ସ୍ତମ୍ଭ; ଆଧୁନିକ ପ୍ରୟୋଗ) — ପଥିକକୁ ରାତିରେ ବାଟ ଦେଖାଇବା ନିମନ୍ତେ ରାସ୍ତାରେ ଯେଉଁ ଖମ୍ବ ଉପରେ ଆଲୋକମାନ ଦିଆଯାଇ ଥାଏ — Lamp-post
  • ସଂ. ବି (ମଧ୍ୟପଦଲୋପୀ; ଆଲୋକ ଯୁକ୍ତ ସ୍ତମ୍ଭ; ଆଧୁନିକ ପ୍ରୟୋଗ) — ଉତ୍ତର ମେରୁ ନିକଟବର୍ତ୍ତୀ କଟିବନ୍ଧରେ ଛଅ ମାସ ରାତି ହେଉଥିବା ସମୟରେ ମଝିରେ ମଝିରେ ହେଉ ନୈସର୍ଗିକ ବୈଦ୍ୟୁତିକ ଆଲୋକମାଳା ଆକାଶରେ ଦୃଷ୍ଟିଗୋଚର ହୁଏ; ଉଦିତ୍ୟାଲୋକ — Aurora borealis