ଆଲୋଳିବା Aloḻibā

  • ଦେ. କ୍ରି. — ଶୋଭା ପ୍ରକଟ କରିବା — To display (one's) beauty
  • ଦେ. କ୍ରି. — ଚରଣେ ନୂପୁର ମୁଖରାବ କରେ ଜଘନ ଗତି ଆଲୋଳି। ପ୍ରାଚୀ—ରସବାରିଧି।