ଆଲୋମୟ Ālomaya

  • ଦେ. ପଦ୍ୟ ବିଣ. (ସଂ. ଆଲୋକମୟ) — ଆଲୋକମୟ — Full of light
  • ଦେ. ପଦ୍ୟ ବିଣ. (ସଂ. ଆଲୋକମୟ) — ଉଜ୍ଜ୍ୱଳ; ଜକ୍ଜକ୍ — Shining; dazzling; bright
  • ଦେ. ପଦ୍ୟ ବିଣ. (ସଂ. ଆଲୋକମୟ) — ହୀରାର ଦର୍ପଣଗୋଟି ନକ୍ଷତ୍ର ଅଗ୍ରେ ଶୋହେ ଚାହିଁବାମାତ୍ରେ ତା ଦେହ ଦିଶେ ଆଲୋମୟେ। ପୀତାମ୍ବର. ନୃସିଂହପୁରାଣ।