ଆଲୋଚନ Ālochana
- ସଂ. ବି (ଆ=ସମ୍ୟକ୍+ଲୋଚ୍ ଧାତୁ=ବିଚାର କରିବା +ଭାବ. ଅନ) — ବିଚାରକରଣ — Consideration; deliberation
- ସଂ. ବି (ଆ=ସମ୍ୟକ୍+ଲୋଚ୍ ଧାତୁ=ବିଚାର କରିବା +ଭାବ. ଅନ) — ଅନୁଶୀଳନ; ଚର୍ଚ୍ଚା — Reviewing; cultivation of science; study
- ସଂ. ବି (ଆ=ସମ୍ୟକ୍+ଲୋଚ୍ ଧାତୁ=ବିଚାର କରିବା +ଭାବ. ଅନ) — ତଦନ୍ତ — Investigation
- ସଂ. ବି (ଆ=ସମ୍ୟକ୍+ଲୋଚ୍ ଧାତୁ=ବିଚାର କରିବା +ଭାବ. ଅନ) — ଆନ୍ଦୋଳନ — Agitation; consideration
- ସଂ. ବି (ଆ=ସମ୍ୟକ୍+ଲୋଚ୍ ଧାତୁ=ବିଚାର କରିବା +ଭାବ. ଅନ) — ତର୍କବିତର୍କ କରିବା — Dissension
- ସଂ. ବି (ଆ=ସମ୍ୟକ୍+ଲୋଚ୍ ଧାତୁ=ବିଚାର କରିବା +ଭାବ. ଅନ) — ମନ୍ତବ୍ୟ ପ୍ରକାଶ — Remark; comment; criticism
- ସଂ. ବି (ଆ=ସମ୍ୟକ୍+ଲୋଚ୍ ଧାତୁ=ବିଚାର କରିବା +ଭାବ. ଅନ) — ପରୀକ୍ଷା — Examination; looking into
- ସଂ. ଅ — ଲୋଚନ ପର୍ଯ୍ୟନ୍ତ — Upto the eyes