ଆଲୋକିତ Ālokita

  • ସଂ. ବିଣ. (ଆ+ଲୋକ୍ ଧାତୁ+କର୍ମ. ତ) — ପ୍ରଦୀପ୍ତ; ଆଲୋକଦିଆଯାଇଥିବା — Lighted; illuminated
  • ସଂ. ବିଣ. (ଆ+ଲୋକ୍ ଧାତୁ+କର୍ମ. ତ) — ଦୃଷ୍ଟ — Viewed; seen