ଆଲୋଡ଼ିତ Āloṟḍ̠ita
- ସଂ. ବିଣ. (ଆ+ଲୁଡ଼୍ ଧାତୁ=ହଲାହଲି କରିବା+ କର୍ମ. ତ) — ମଥିତ; ମର୍ଦ୍ଧିତ — Stirred up; pressed
- ସଂ. ବିଣ. (ଆ+ଲୁଡ଼୍ ଧାତୁ=ହଲାହଲି କରିବା+ କର୍ମ. ତ) — ସମ୍ମିଳିତ — Mixed up
- ସଂ. ବିଣ. (ଆ+ଲୁଡ଼୍ ଧାତୁ=ହଲାହଲି କରିବା+ କର୍ମ. ତ) — ଆଲୋଚିତ — Discussed; examined; agitated