ଅଳନ୍ଦୁ Aḻandu

  • ଦେ. ବି. (ସଂ. ଅଳଂଧୂମ) — ଧୂଆଁ ବାଜି ଚାଳରେ ଓହଳିଥିବା ବୁଢ଼ିଆଣୀ ଜାଲ ମିଶ୍ରିତ କଳା ଗୃହଧୂମ — Soot formed under the roof or thatch