ଅଳତୀ Aḻatī

  • ଦେ. ବି. (ସଂ. ଅଲକ୍ତକ)—ଶିଶୁମାନଙ୍କ ଚର୍ମରୋଗ ବିଶେଷ—(ଏ ରୋଗରେ ଅଳତାପରି ନାଲି ମନ୍ଦାମାନ ଦେହର ସ୍ଥାନେ ସ୍ଥାନେ ଦେଖାଯାଏ) — A kind of skin disease (red patches) of infants
  • ଦେ. ବି. ଅଳତିଗିରି—(ଦେଖ) — Aḻatigiri (See)
  • ଦେ. ବି. ଚନ୍ଦନ ନିକୁଞ୍ଜ ମଞ୍ଜୁଳ ଅଳତୀ—ରାଧାନାଥ. ନନ୍ଦିକେଶରୀ।