ଅଳପକ Aḻapaka
- ଦେ. ବିଣ (ସଂ. ଅଳ୍ପକ) — ଅଳ୍ପମାତ୍ର — Only a little
- ଦେ. ବିଣ (ସଂ. ଅଳ୍ପକ) — ଅଳ୍ପପରିମିତ — Little; trivial
- ଦେ. ବିଣ (ସଂ. ଅଳ୍ପକ) — ନିକୃଷ୍ଟ — Inferior
- ଦେ. ବିଣ (ସଂ. ଅଳ୍ପକ) — (ଯଥା—ସେ ତ ଅଳପକ ଲୋକ, ଆଉ କଅଣ କହନ୍ତା।)
- ଦେ. ବିଣ (ସଂ. ଅଳ୍ପକ) — ସାମାନ୍ୟ — Insignificant
- ଦେ. ବିଣ (ସଂ. ଅଳ୍ପକ) — (ଯଥା—ଅଳପକ କଥାରେ ଏତେ ରାଗିଲେ ଚଳିବ ନାହିଁ।)