ଅଳପ Aḻapa
- ଗ୍ରା. ବିଣ. (ପଦ୍ୟ) (ସଂ. ଅଳ୍ପ) — ଅଳ୍ପ — Little; small
- ଗ୍ରା. ବିଣ. (ପଦ୍ୟ) (ସଂ. ଅଳ୍ପ) — ହୀନ; ଅଧମ — Mean; wretched
- ଗ୍ରା. ବିଣ. (ପଦ୍ୟ) (ସଂ. ଅଳ୍ପ) — ଜଗତମୋହନ ତୋ ରୂପ, ସ୍ୱଭାବେ ମୁହିଁ ଯେ ଅଳପ। ଜଗନ୍ନାଥ—ଭାଗବତ।
- ଗ୍ରା. ବିଣ. (ପଦ୍ୟ) (ସଂ. ଅଳ୍ପ) — ସାମାନ୍ୟ — Slight
- ଗ୍ରା. ବିଣ. (ପଦ୍ୟ) (ସଂ. ଅଳ୍ପ) — ଶେଷ ଅଙ୍ଗୀକାର କରି ବି ତାହାର ଅଳପ କଥା ପଦକୁ। କବିସୂର୍ଯ୍ୟ—ସଙ୍ଗୀତ।
- ଗ୍ରା. ବିଣ. (ପଦ୍ୟ) (ସଂ. ଅଳ୍ପ) — ସଂଖ୍ୟାରେ କମ୍ — Small in number
- ଗ୍ରା. ବିଣ. (ପଦ୍ୟ) (ସଂ. ଅଳ୍ପ) — ଅଳପବୟସୀ ଅଳପକେ ହସି, ଗଳପ କରନ୍ତି ବସି। ନନ୍ଦକିଶୋର—ଶର୍ମିଷ୍ଠା।