ଅଳତିଗିରି Aḻatigiri
- ଦେ. ବି. (ନାମ) ପାହାଡ଼ବିଶେଷ — Name of a hill
- ଦେ. ବି. (ନାମ) [ଦ୍ର—ଏହା ଯାଜପୁର ସବ୍ଡିଭିଜନ ଧାନମଣ୍ଡଳ ଷ୍ଟେସନରୁ ପୂର୍ବରେ 10 ମାଇଲ ଦୂରରେ ଅବସ୍ଥିତ। ଏହା ଉପରେ ବଙ୍ଗଳା ନବାବଙ୍କ ସେନାପତି ସୁଜାଉଦ୍ଦିନଙ୍କ ନିର୍ମିତ ଗୋଟିଏ ମସ୍ଜିଦ୍ ଅଛି। କବି ରାଧାନାଥ 'ନନ୍ଦକେଶରୀରେ' "ଚନ୍ଦନ-ନିକୁଞ୍ଜ-ମଞ୍ଜୁଳ ଅଳତୀ" ଦ୍ୱାରା ସମ୍ଭବତଃ ନଳତିଗିରିକୁ ଲକ୍ଷ୍ୟ କରିଅଛନ୍ତି; କାରଣ ଅଳତିଗିରିରେ ଚନ୍ଦନଗଛ ଆଦୌ ନ ଥିବାର ଦେଖା ଯାଇଅଛି।] — [ଦ୍ର—ଏହା ଯାଜପୁର ସବ୍ଡିଭିଜନ ଧାନମଣ୍ଡଳ ଷ୍ଟେସନରୁ ପୂର୍ବରେ10ମାଇଲ ଦୂରରେ ଅବସ୍ଥିତ ଏହା ଉପରେ ବଙ୍ଗଳା ନବାବଙ୍କ ସେନାପତି ସୁଜାଉଦ୍ଦିନଙ୍କ ନିର୍ମିତ ଗୋଟିଏ ମସ୍ଜିଦ୍ ଅଛି କବି ରାଧାନାଥ 'ନନ୍ଦକେଶରୀରେ' "ଚନ୍ଦନ-ନିକୁଞ୍ଜ-ମଞ୍ଜୁଳ ଅଳତୀ" ଦ୍ୱାରା ସମ୍ଭବତଃ ନଳତିଗିରିକୁ ଲକ୍ଷ୍ୟ କରିଅଛନ୍ତି; କାରଣ ଅଳତିଗିରିରେ ଚନ୍ଦନଗଛ ଆଦୌ ନ ଥିବାର ଦେଖା ଯାଇଅଛି]