ଅଳତାଶିରା Aḻatāṡirā

  • ଦେ. ବି. — ତଳିପାରେ ଧାର, ଯେଉଁଠାରେ ସ୍ତ୍ରୀଲୋକେ ଅଳତା ପିନ୍ଧନ୍ତି; ଗୋଡ଼ର ପାପୁଲି ଓ ତଳିପା ମଧ୍ୟରେ ପାଦ ଚାରିପାଖ ଘେରିଥିବା ପଟୀ; ପାର୍ଷ୍ଣୀ — The edge of the sole of the foot