ଅଳତାସିନ୍ଦୂର Aḻatāsindūra

  • ଦେ. ବି — ସ୍ତ୍ରୀମାନଙ୍କର ଓ ବରକନ୍ୟାଙ୍କ ପ୍ରସାଧନର ଦୁଇଟି ଉପକରଣ; ଅଲକ୍ତକ ଓ ସିନ୍ଦୂର — Two articles of toilet of Indian wives
  • ଦେ. ବି — ବିବାହ ସମୟରେ କୁକର୍ମ ବେଦୀରେ ହେବା ସ୍ତ୍ରୀ ଆଚାର ବିଶେଷ (ସ୍ତ୍ରୀମାନେ ଏ ବେଦୀରେ ଜ୍ୱାଇଁକୁ ଅଳତାସିନ୍ଦୂର ପିନ୍ଧାନ୍ତି) — The ceremony of females anointing lac-dye and vermillion on the bridegroom on a separate platform during marriage ceremony