ଅଳପ ଆୟୁଷ Aḻapa āyusha

  • ଗ୍ରା. ବିଣ. (ସଂ. ଅଳ୍ପାୟୁଃ) ଅଳ୍ପାୟୁଃ (ବ୍ୟକ୍ତି) — Short lived (person)
  • ଗ୍ରା. ବିଣ. (ସଂ. ଅଳ୍ପାୟୁଃ) ଦ୍ରୌପଦୀ କେଶ ସ୍ପର୍ଶ ଦୋଷେ, ସ୍ୱଭାବେ ଅଳପ ଆୟୁଷେ। ତାହାଙ୍କୁ ପ୍ରଭୁ ମାୟା କରି, ଅର୍ଜୁନ ଗାଣ୍ଡିବେ ସଂହାରି। ଜଗନ୍ନାଥ—ଭାଗବତ।